Copilot ସାହାଯ୍ୟରେ ନିଜର ପରବର୍ତ୍ତୀ ଟ୍ରିପ୍ ପ୍ଲାନ୍ କରନ୍ତୁ


କଣ 2024 କୁ ସ୍ମରଣୀୟ କରିଥିଲା ଚାଲନ୍ତୁ ତାହା ପାଳନ କରିବା
Edge ବିଲ୍ଟ୍-ଇନ୍ ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକ ସାହାଯ୍ୟରେ 1.4 ବିଲିଅନ୍ ରୁ ଅଧିକ ଫିସିଂ, ମାଲ୍ଓ୍ୱେୟାର୍, ଏବଂ ସ୍କାମ୍ ଆକ୍ରମଣଗୁଡ଼ିକ ବ୍ଲକ୍ କରିବାରେ ସାହାଯ୍ୟ କରିଥିଲା
ପାସ୍ୱାର୍ଡ୍ ମନିଟର୍ ସାହାଯ୍ୟରେ Edge ପ୍ରତ୍ୟକ ମାସ 7.3 ବିଲିଅନ୍ ରୁ ଅଧିକ ପାସ୍ୱାର୍ଡ୍ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥିଲା
Edge ଉପଭୋକ୍ତାମାନେ ସ୍ଲିପିଂ ଟ୍ୟାବ୍ ଗୁଡ଼ିକ ବ୍ୟବହାର କରି 7 ଟ୍ରିଲିଅନ୍ ମେଗାବାଇଟ୍ ରୁ ଅଧିକ ସଞ୍ଚୟ କରିଥିଲେ
Edge ରେ ଥିବା ଉପଭୋକ୍ତାମାନେ ଡ୍ରପ୍ ସାହାଯ୍ୟରେ ଡିଭାଇସ୍ ଗୁଡ଼ିକ ମଧ୍ୟରେ 46 ମିଳିଅନ୍ ମେସେଜ୍ ସମୂହ & ଫାଇଲ୍ ଗୁଡ଼ିକ ଅଂଶୀଦାର କରିଥିଲେ
କିପରି Edge ଆପଣଙ୍କ 2025 ସଂକଳ୍ପଗୁଡ଼ିକ ହାସଲ କରିବା ପାଇଁ ସାହାଯ୍ୟ କରିପାରିବ ତାହା ଏକ୍ସପ୍ଲୋର୍ କରନ୍ତୁ:
Copilot ସାହାଯ୍ୟରେ ନିଜର ପରବର୍ତ୍ତୀ ଟ୍ରିପ୍ ପ୍ଲାନ୍ କରନ୍ତୁ

Copilot ଆପଣଙ୍କୁ ଏକ ଅବସ୍ଥାନ ବାଛିବାରେ, ଆପଣଙ୍କର ଆଇଟିନେରୀ ପ୍ଲାନ୍ କରିବାରେ ସାହାଯ୍ୟ କରିପାରିବ, ଏବଂ ଆପଣଙ୍କୁ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଆତ୍ମବିଶ୍ୱାସ ଦେଇପାରିବ।
ୱାର୍କସ୍ପେସ୍ ଗୁଡ଼ିକ ସାହାଯ୍ୟରେ ମିଳିତ ଭାବରେ ନିଜର ଯାତ୍ରା ଯୋଜନା କରନ୍ତୁ

ନିଜର ଭ୍ରମଣ ଆଇଡିଆଗୁଡ଼ିକ, ଯୋଜନାଗୁଡ଼ିକ, ଏବଂ ଆଇଟିନେରୀଗୁଡ଼ିକ ସଞ୍ଚୟ ଏବଂ ସଙ୍ଗଠିତ କରନ୍ତୁ, ସବୁକୁ ଗୋଟିଏ ସ୍ଥାନରେ, ଯାହା ଆପଣଙ୍କର ଭ୍ରମଣ ସୂଚନା ଆକ୍ସେସ୍ କରିବାକୁ, ପରିଚାଳନା କରିବାକୁ, ଏବଂ ଅଂଶୀଦାର କରିବାକୁ ସହଜ କରିଥାଏ। ଆରମ୍ଭ କରିବା ପାଇଁ, ଉପର ବାମ କୋଣରେ ୱାର୍କସ୍ପେସ୍ ଗୁଡ଼ିକ ମେନୁ ଆଇକନ୍ ରେ କ୍ଲିକ୍ କରନ୍ତୁ।
କଠିନ ଫର୍ମ୍ ଗୁଡ଼ିକ ଭରିବା ବେଳେ ସମୟ ବଞ୍ଚାନ୍ତୁ

ଭ୍ରମଣ ଫର୍ମ୍ ଗୁଡ଼ିକୁ ସଞ୍ଚିତ ସୂଚନା ଦେଇ ସ୍ଵତଃସ୍ପୃତଭାବରେ ଭରନ୍ତୁ, ଯାହା ବୁକିଂଗୁଡ଼ିକ ଏବଂ ରିଜର୍ଭେସନ୍ ଗୁଡ଼ିକ ସମ୍ପୂର୍ଣ୍ଣ କରିବା ପାଇଁ ଲାଗୁ ଥିବା ସମୟରେ ଏବଂ ପ୍ରୟାସରେ ହ୍ରାସ କରିଥାଏ। ଆପଣ ବୁକ୍ କରିବା ବେଳେ ପଏଣ୍ଟ୍ ଗୁଡ଼ିକ ପାଇବାକୁ ନିଜର ଲୟାଲିଟି ପ୍ରୋଗ୍ରାମ୍ ସଦସ୍ୟତା ସୂଚନା ମଧ୍ୟ ସଞ୍ଚୟ କରିପାରିବ।
AI ଦେଇ ନିଜର ଟ୍ୟାବ୍ ଗୁଡ଼ିକ ସଙ୍ଗଠିତ କରନ୍ତୁ

ଏକ ସଙ୍ଗଠିତ ବ୍ରାଉଜର୍ ଦେଇ ବର୍ଷ ଆରମ୍ଭ କରନ୍ତୁ। ଟ୍ୟାବ୍ ଗୋଷ୍ଠୀଗୁଡ଼ିକ ସାହାଯ୍ୟରେ, ନିଜର ବିଷୟବସ୍ତୁକୁ ଦୃତ ଭାବେ ଖୋଜିବାକୁ ଆପଣ ନିଜର ଟ୍ୟାବ୍ ଗୁଡ଼ିକୁ ନାମ ଏବଂ ରଙ୍ଗଗୁଡ଼ିକ ଦେଇ କଷ୍ଟମାଇଜ୍ କରିପାରିବେ।

ବିନା ବ୍ରାଉଜର୍ ଖୋଲି ନିଜର ପସନ୍ଦିତ ସାଇଟ୍ ଗୁଡ଼ିକୁ ଦୃତ ଭାବେ ଆକ୍ସେସ୍ କରନ୍ତୁ। ବର୍ତ୍ତମାନ ଏଠାରେ ସାଇଟ୍ ଗୁଡ଼ିକୁ ପିନ୍ କରିବାକୁ ସେଗୁଡ଼ିକର ଚୟନ କରନ୍ତୁ।
ଟ୍ୟାବ୍ ଗୁଡ଼ିକ ସାହାଯ୍ୟରେ କିପରି ଭୂଲମ୍ବ ଟ୍ୟାବ୍ ଗୁଡ଼ିକ ଦେଖିବେ ଏବଂ ପରିଚାଳନା କରିବେ

ଆପଣଙ୍କର ସ୍କ୍ରିନ୍ ପାର୍ଶ୍ୱରୁ ନିଜର ସ୍କ୍ରିନ୍ ରେ ଅଧିକ ଖୋଜନ୍ତୁ ଏବଂ ଟ୍ୟାବ୍ ଗୁଡ଼ିକର ପରିଚାଳନା କରନ୍ତୁ। ଭୂଲମ୍ବ ଟ୍ୟାବ୍ ଗୁଡ଼ିକ ଅନ୍ କରିବାକୁ, ଟ୍ୟାବ୍ କ୍ରିୟା ମେନୁକୁ ଯାଆନ୍ତୁ।
ଏକ ନୁଆ କୌଶଳ ସିଖିବା ଆରମ୍ଭ କରନ୍ତୁ

କିପରି ଆପଣ ପରବର୍ତ୍ତୀ ସୌକ୍ କିମ୍ବା କୌଶଳ ବିକଶିତ କରିବେ ତାହା ପାଇଁ Copilot କୁ ଏକ ଯୋଜନା ତିଆରି କରିବାକୁ କୁହନ୍ତୁ।
ଆପଣ କଣ ବ୍ରାଉଜ୍ କରୁଛନ୍ତି ତାହା ସୁଣନ୍ତୁ

Microsoft Edge ଆପଣଙ୍କ ପାଇଁ ଯେକୌଣସି ୱ୍ୱେବ୍ପୃଷ୍ଠା ପଢ଼ି ପାରିବ। ଆପଣଙ୍କର ପୃଷ୍ଠା ଖୋଲା ଥିବା ବେଳେ, ପୃଷ୍ଠାର ଯେକୌଣସି ସ୍ଥାନରେ ଡାହାଣ-କ୍ଲିକ୍ କରନ୍ତୁ କିମ୍ବା ଦବାନ୍ତୁ ଏବଂ ଧରି ରଖନ୍ତୁ। ରିଡ୍ ଅଲାଉଡ୍ ର ଚୟନ କରନ୍ତୁ।

ଇମର୍ସିଭ୍ ରିଡର୍ ଆପଣଙ୍କୁ ବିଭ୍ରାନ୍ତ ଅପସାରିତ କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କର ପୃଷ୍ଠାକୁ ଆପଣଙ୍କର ପଢ଼ିବାର ଅଗ୍ରାଧିକାରଗୁଡ଼ିକ ଅନୁସାରେ ପରିବର୍ତ୍ତିତ କରିଥାଏ। ଏହା ଚେଷ୍ଟା କରି ଦେଖିବାକୁ, ଠିକଣା ବାର୍ ରେ ବଟନ୍ ଟି କ୍ଲିକ୍ କରନ୍ତୁ। ଆପଣ ଏହାକୁ Edge ମୋବାଇଲ୍ ରେ ମଧ୍ୟ ବ୍ୟବହାର କରିପାରିବେ।
ସେହି ଉପଯୁକ୍ତ ରେସିପି ଖୋଜନ୍ତୁ

ନିର୍ଦ୍ଦିଷ୍ଟ ଖାଦ୍ୟପେୟ ପ୍ରତିବନ୍ଧକ, ରନ୍ଧନ କୌଶଳ, ଏବଂ ଅନ୍ୟାନ୍ୟ ଭୋଜନ ଅଗ୍ରାଧିକାରଗୁଡ଼ିକ ସାହାଯ୍ୟରେ Copilot ଆପଣଙ୍କୁ ଭୋଜନ ଯୋଜନାଗୁଡ଼ିକ କରିବାରେ ସାହାଯ୍ୟ କରିଥାଏ। Edge ର ଉପର ଡାହାଣ କୋଣରେ Copilot ଆଇକନ୍ କୁ କ୍ଲିକ୍ କରି ଆପଣ Copilot ସହିତ ମଧ୍ୟ ଚ୍ୟାଟ୍ କରିପାରିବେ।
ନିଜର ଆଦର୍ଶ ରୁଟିନ୍ ତିଆରି କରନ୍ତୁ

ଅଧିକ ସୁସ୍ଥ ଅଭ୍ୟାସଗୁଡ଼ିକର ସମର୍ଥନ କରିବା ପାଇଁ Copilot ଆପଣଙ୍କୁ ଏକ ବ୍ୟକ୍ତିଗତକୃତ ରୁଟିନ୍ ତିଆରି କରିବାରେ ସାହାଯ୍ୟ କରିଥାଏ। ଆପଣ କେଉଁଠି ଆରମ୍ଭ କରିବେ ଯଦି ତାହା ଜାଣି ନାହାଁନ୍ତି, Copilot ପ୍ରଥମ ଷ୍ଟେପ୍ ଗୁଡ଼ିକ ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବ।
ସୁସ୍ଥ ଅନ୍ଲାଇନ୍ ଅଭ୍ୟାସଗୁଡ଼ିକ ଗଠନ କରନ୍ତୁ

ସବୁଠାରୁ କଷ୍ଟକର ଅଭ୍ୟାସଗୁଡ଼ିକରୁ ଗୋଟିଏ ହେଲା ପାସ୍ୱାର୍ଡ୍ ଗୁଡ଼ିକ ଉପରେ ଆମର ନିର୍ଭରଶୀଳତା। ୱାଲେଟ୍ ସାହାଯ୍ୟରେ ନିଜର ଡିଜିଟାଲ୍ ପରିଚୟ ସୁରକ୍ଷିତ କରି ବର୍ଷର ଆରମ୍ଭ ଶକ୍ତିଶାଳୀ କରନ୍ତୁ। ୱାଲେଟ୍ ଆପଣଙ୍କ ପାସ୍ୱାର୍ଡ୍ ଗୁଡ଼ିକ ଏବଂ ଆକାଉଣ୍ଟ୍ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ସୁରକ୍ଷିତ ଡିଜିଟାଲ୍ ପରିଚୟ ସେଟ୍ ଅପ୍ କରିବାକୁ ଦେଇଥାଏ।
କୁପନ୍ ଗୁଡ଼ିକ ଦେଇ ଟଙ୍କା ବଞ୍ଚାନ୍ତୁ

Microsoft Edge ସହିତ ସପିଂ କରୁଥିବା ବେଳେ ସବୁ ଆଡ଼େ ଟଙ୍କା ବଞ୍ଚାନ୍ତୁ। ଆପଣ ନିଜର କାର୍ଟ୍ ରେ ଆଇଟମ୍ ଗୁଡ଼ିକ ଯୋଗ କରୁଥିବା ବେଳେ, ଆପଣ ଚେକ୍ ଆଉଟ୍ କରିବା ସମୟରେ ଲାଗୁ କରିବା ପାଇଁ ଉପଲବ୍ଧ କୁପନ୍ ଗୁଡ଼ିକ ଏବଂ ରିହାତି କୋଡ୍ ଗୁଡ଼ିକ ପାଇଁ Edge ସକ୍ରିୟ ଭାବେ ଇଣ୍ଟର୍ନେଟ୍ ସ୍କାନ୍ କରୁଥାଏ।
ଅନ୍ଲାଇନ୍ ରେ ସର୍ବୋତ୍ତମ ମୂଲ୍ୟଗୁଡ଼ିକ ଖୋଜନ୍ତୁ

ସ୍ମାର୍ଟ୍ ଭାବେ କିଣନ୍ତୁ ଏବଂ ଅଧିକ ବଞ୍ଚାନ୍ତୁ। ଉତ୍ପାଦର ତୁଳନା ଅନ୍ଲାଇନ୍ ରେ ସର୍ବୋତ୍ତମ ମୂଲ୍ୟଗୁଡ଼ିକ ଖୋଜିବା ପାଇଁ ୱ୍ୱେବ୍ରେ ସନ୍ଧାନ କରେ ଏବଂ ଆପଣ ଯାହା ଖୋଜୁଛନ୍ତି ତାହା ଅନ୍ୟ କୌଣସି ସ୍ଥାନରେ କମ୍ ମୂଲ୍ୟରେ ଉପଲବ୍ଧ ଥିଲେ ତାହା ଆପଣଙ୍କୁ ଜଣାଇଥାଏ।
Edge ସହ ପୁରସ୍କାରଗୁଡ଼ିକ ର ଅର୍ଜନ କରନ୍ତୁ

ଆପଣ ଜଣେ Microsoft Rewards ସଦସ୍ୟ ହେବା ପରେ ପ୍ରିୟ ବ୍ରାଣ୍ଡ୍ ଗୁଡ଼ିକରୁ ଉପହାର କାର୍ଡ୍ ଗୁଡ଼ିକ ପାଇଁ ପଏଣ୍ଟ୍ ଗୁଡ଼ିକ ଅର୍ଜନ କରିପାରିବେ, ସ୍ୱିପଷ୍ଟେକ୍ସ୍ ଏଣ୍ଟ୍ରୀଗୁଡ଼ିକରେ ପ୍ରବେଶ କରିପାରିବେ, ଏବଂ ଅଧିକ କରିପାରିବେ।
